Posts

Showing posts from August, 2020

ପଦ୍ମପୁରର ମାଁ ପଦ୍ମାସିନୀ ମନ୍ଦିର, ଝାରସୁଗୁଡ଼ା

Image
 ଶିଳ୍ପ ନଗରୀ ନାମରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଅନେକ ଐତିହାସିକ ପୀଠ ସମେତ ଅଷ୍ଚଚଣ୍ଡୀ ପୀଠ ମଧ୍ୟ ବିଦ୍ୟମାନ ।  ପଦ୍ମପୁର ନଗରରେ ପ୍ରତିଷ୍ଠିତ ପଦ୍ମାସିନୀ ମନ୍ଦିରର  ଭିନ୍ନ ନିର୍ମାଣ ଶୈଳୀ ଯୋଗୁଁ ଜିଲ୍ଲାରେ ଥିବା  ଅନ୍ୟ ଚଣ୍ଡୀ ପୀଠ ଗୁଡ଼ିକ ମଧ୍ୟରୁ  ଅନ୍ୟତମ ଅଟେ । ହୀରାକୁଦ ଜଳଭଣ୍ଡାର ଜଳମଗ୍ନ ଅବସ୍ଥାରେ ଛିଡ଼ା ହୋଇ  ଏହି ପ୍ରାଚୀନ ପଦ୍ମାସିନୀ ମନ୍ଦିର ଅତୀତ ଅନେକ ଇତିହାସ ଜାବୁଡ଼ି ରଖିଛି ।  ଓଡିଶାର ଅନ୍ୟାନ୍ୟ ମନ୍ଦିରରୁ ଏହି ପଦ୍ମାସିନି ମନ୍ଦିରର କଳା ଏବଂ ସ୍ଥାପତ୍ୟ ସମ୍ପୂର୍ଣ୍ଣ ଭିନ୍ନ  ଅଟେ | ମନ୍ଦିର ଗୋଟିଏ ଗୋଟିଏ ବଡ଼ ବଡ଼ ପଥର ମନ୍ଦିର ନିର୍ମାଣରେ ଲଗାଯାଇଛି । ମନ୍ଦିରରେ ଦୁଇଟି  ପଥର ଲେଖା ମିଳିଛି |କିନ୍ତୁ ସେଗୁଡ଼ିକ ବ୍ୟାଖ୍ୟା କରାଯାଇ ପାରିନାହିଁ | ଏପରିକି ମନ୍ଦିରର ପ୍ରତିଷ୍ଠାତା ଏବଂ ନିର୍ମାଣ ସମୟ ଏପର୍ଯ୍ୟନ୍ତ ସଠିକ ନିର୍ଦ୍ଧାରଣ  ହୋଇ ପାରି ନାହିଁ | ପଦ୍ମାସିନୀ ମନ୍ଦିର ହେଉଛି ଅଷ୍ଟମ ଶତାବ୍ଦୀର ଏକ  ଚାଲୁକ୍ୟ ସ୍ମାରକୀ । ସପ୍ତମ ଶତାବ୍ଦୀରେ ଦକ୍ଷିଣର ଜଣେ ଚାଲୁକ୍ୟ ରାଜା ପଦ୍ମସିନୀ  ମନ୍ଦିର  ନିର୍ମାଣ କରିଥିଲେ |  ତେବେ ମୂଳ ମନ୍ଦିର କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା । ସପ୍ତମ ଶତାବ୍ଦୀରେ  ସମ୍ବଲପୁରର ଚୌହାନ ରାଜାଙ୍କ ଦ୍ୱାରା ଏହାର ପୁନଃନିର୍ମାଣ  ...

Padmasini temple of Padampur, Jharsuguda

Image
Jharsuguda district is reputed as an industrial city of modern odisha, has many historic sites, including the Ashtachandi peeth.  The Padmasini temple in Padmapur is distinct from other Chandi peeths in the district  on account of   its exotic construction style. The ancient Padmasini temple, submerged in the Hirakud Reservoir, has a long history. The art and architecture of the Padmasini temple is utterly peculiar from other temples in Odisha.  Volumetric stones have been utilized in the construction of the temple.  Two stone inscriptions have been found in the temple. but they have not been deciphered. Even the founder and construction date of the temple has not yet been determined.  Padmasini temple is a Chalukya monument of 8th century. In the 7th century AD, the Padmasini temple was built by a Chalukya king of south. However, the original temple had met with decay and was believed to be rebuilt by the Chouhan king of sambalpur in 16th century. A l...

ଝାରସୁଗୁଡ଼ାର ପ୍ରାଚୀନ ଉଲାପଗଡ଼ ଦୁର୍ଗର : ପ୍ରାଗଐତିହାସିକ ପ୍ରସ୍ତର ଖୋଦନ ଏବଂ ଚିତ୍ର

Image
ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ  ଅବସ୍ଥିତ  ଝାରସୁଗୁଡା ଜିଲ୍ଲାର ଐତିହାସିକ  ଓ ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ ।  ଏହି ଜିଲ୍ଲା ମଧ୍ୟରେ ବିକ୍ରମଖୋଲ ଗୁମ୍ଫାରେ ଖୋଦିତ ସାତ ହଜାର ବର୍ଷ ତଳର ଆଦିମ ଲିପି, ରାମାୟଣ ଯୁଗର ଶ୍ରୀ ରାମ ଚଣ୍ଡୀ ଗୁମ୍ଫା, ମହାଭାରତ ଯୁଗର ଉଲାପ ଗଡ଼, ସପ୍ତମ ଶତାବ୍ଦୀର ଗୁଜା ପାହାଡ଼ ବୌଦ୍ଧ ଗୁମ୍ଫା, ଅଷ୍ଟମ ଶତାବ୍ଦୀର ପଦମପୁର ନଗର ଅଧିଷ୍ଠାତ୍ରୀ ଦେବୀ ପଦ୍ମସିନୀ  ମନ୍ଦିର, ପ୍ରାଚୀନ ଅଷ୍ଟଶମ୍ଭୁ ବିଦ୍ୟମାନ । ଏହି ସମସ୍ତ ପ୍ରାଚୀନ ସ୍ଥାନ ପରିଦର୍ଶନ କରିବା ପାଇଁ ଦେଶ ବିଦେଶର ଅନେକ ପର୍ଯ୍ୟଟକମାନେ ଝାରସୁଗୁଡା ଜିଲ୍ଲାକୁ ଆସିଥାନ୍ତି ।  ଏଗୁଡ଼ିକ ଐତିହାସିକ  ଓ ଗବେଷକମାନଙ୍କର ପାଇଁ  ମୁଖ୍ୟ ଆକର୍ଷଣ କେନ୍ଦ୍ର ଅଟେ ।  ( ଉଲାପଗଡ଼ )  ଉଲାପ ଗଡ଼ ଦୁର୍ଗ  ଉଲାପଗଡ଼ର  ପ୍ରସ୍ତର ଶଯ୍ୟା  ଉଷାକୋଟି ନାମରେ  ମଧ୍ୟ ପରିଚିତ |  ଉଲପଗଡ଼ ନାମ ଦୁଇଟି ଶବ୍ଦ  ଉଳାପ ଏବଂ ଗଡ଼ରୁ ଆନିତ ହୋଇଛି । ଉଲାପ ସ୍ଥାନୀୟ ଶବ୍ଦ ଉଲୁଆ କିମ୍ବା ଉଲ୍ଲାରୁ ଉତ୍ପନ ହୋଇଛି ଯାହାର ଅର୍ଥ ହେଉଛି ଆର୍ଦ୍ର ଭୂମି । ଉଚ୍ଚ ଭୂତଳ ଜଳ ସ୍ତର ହେତୁ କିମ୍ବା ପାହାଡର ପାଦଦେଶରୁ ପ୍ରବାହିତ ବାର୍ଷିକ ସ୍ରୋତ  ହେତୁ ବର୍ଷ ସାରା  ମୂର୍ତ୍ତିକା ଆର୍ଦ୍ରତା ବଜାୟ ରଖେ | ଗଡ଼ ଅର୍ଥ ଦୁର୍ଗ |  ଝାରସୁଗୁଡ଼ା ଅନ୍ତର୍ଗତ ବେଲପାହ...

Ancient Ullapgarh fort in jharsuguda : Prehistoric Rock engravings and Painting

Image
Positioned in the western part of Odisha, Jharsuguda district is affluent in diachronic   and  naturalistic destinations. Jharsuguda District has seven thousand-years-old primitive inscriptions carved in the Vikramkhol cave, Sri Ram Chandi cave of the Ramayana era, Ullapgarh paintings and engravings of the Mahabharata era, the seventh-century Guja pahar Buddhist cave, the eighth-century goddess Padmishini temple. ( Ullapgarh ) Ullapgarh Many tourists from all over the country and abroad look up all these ancient sites.  For many years, it has been a star attraction for historians and researchers. The Rock shelter at Ulapgarh is also well-known as Ushakoti . The name Ullpgarh is derived from two words Ullap and garh . The  Ullap is emanated from local word  Ullua or Ullah which means wet land or soil.  Wet Soil maintains moisture throughout the year by virtue of   high ground water table  or perennial  stream that flowing from the fo...

Guja pahar –The Paradise of Jharsuguda

Image
Amidst the diverse touristic attractions in Jharsuguda, Guja Pahar is familiar as ‘paradise of Jharsuguda' for its splendid natural beauty. The artistic view of the blue waters of the Hirakud Reservoir positioned at the astern of the hill enchants tourists. Buddhist Caves of the Guja hill is a tantra meditation site. Scene of forested hills sprinkled all over Water Reservoir are adorable. Thousands of pilgrims flock to the 'Magha Purnima' and 'Ashadha Purnima' fairs to relish the outstanding natural beauty of the hill. The improbable deed of various supernatural monks at different points in times has fascinated everyone to the Guja hill. The historic site is sited close by the Barangamal village which is about 50 km from the Jharsuguda Headquarters.  ( Natural beauty of water reservoir ) Guja Pahar The historic hill is located in the adjoining area of Barangamal village under Tilia gram panchayat. There are 18 small and large caves in the Guja hill, the largest of w...

ସମ୍ବଳ ରାଜ୍ୟର ଗୁଜା ପାହାଡ଼ ବୌଦ୍ଧ ଗୁମ୍ଫା ଏକ ବଜ୍ରଯାନ ସାଧନା ପୀଠ

Image
ଝାରସୁଗୁଡ଼ାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ଗୁଜା ପାହାଡ଼ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଗନ୍ତାଘର ଅଟେ ।  ପାହାଡ଼ର ପଛଭାଗରେ  ଅବସ୍ଥିତ  ହୀରାକୁଦ ଜଳ ଭଣ୍ଡାରର ନୀଳ ଜଳ ରାଶିର ମନମୋହକ ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ମନ୍ତ୍ରମୁଗ୍ଧ କରି ଥାଏ ‌। ଜଳଭଣ୍ଡାରରେ ବିଛେଇ ହୋଇଥିବା ଅନେକ  ଅରଣ୍ୟ ବେଷ୍ଟିତ ପାହାଡ଼ର  ଛବି  ବେଶ୍ ଆକର୍ଷଣୀୟ | ଏହାର ବୌଦ୍ଧ ଗୁମ୍ଫା ବଜ୍ରଯାନ ତନ୍ତ୍ର ସାଧନା ପୀଠ ରୂପେ ବେଶ ପରିଚିତ । ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ହଜାର ହଜାର ଯାତ୍ରୀ , ଏଠାରେ ଅନୁଷ୍ଠିତ ହେଉଥିବା ଆଷାଢ ଓ ମାଘ ମେଳାରେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥାନ୍ତି । ଐତିହାସିକ ସ୍ଥଳ ଗୁଜା ପାହାଡ଼ ବରଙ୍ଗମାଲ୍ ଗ୍ରାମ ନିକଟରେ ଅବସ୍ଥିତ  ଯାହା ଝାରସୁଗୁଡ଼ା ସଦର ମହକୁମା ଠାରୁ ପ୍ରାୟ ୫୦ କିଲୋମିଟର ଦୂରତାରେ ଅବସ୍ଥିତ ।  (  ଜଳାଶୟର ପ୍ରାକୃତିକ ସୌନ୍ଦର୍ଯ୍ୟ ) ଗୁଜା ପାହାଡ଼  ଐତିହାସିକ ପାହାଡ ତିଲିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗାମାଲ ଗାଁର ସଂଲଗ୍ନ ଅଞ୍ଚଳରେ ରହିଅଛି | ଗୁଜା ପାହାଡ଼ରେ ଛୋଟ ବଡ଼  ୧୬ ଟି ଗୁମ୍ଫା ରହିଛି ସେଥି ମଧ୍ୟରୁ ବୃହତ୍ତମ ଗୁମ୍ଫାଟି ପାହାଡ଼ର ପାଦଦେଶରୁ ୧୫୦ ଫୁଟ ଉଚ୍ଚତାରେ ଅବସ୍ଥିତ । ଏହି ଗୁମ୍ଫାର ପ୍ରବେଶ ଦ୍ଵାର ପାହାଡ଼ର ଉତ୍ତର ପାର୍ଶ୍ଵରେ ଅବସ୍ଥିତ ଏବଂ ପାଞ୍ଚ ମିଟର ପରେ ଗୁମ୍ଫାଟି ଅଭ୍ୟନ୍ତରରେ ...