Posts

Showing posts from January, 2021

Bhattarika temple, sanctuary in Kumbharbandh, Jharsuguda

Image
Jharsuguda is an eminent mineral and industrial prosperous district In Odisha. The industrialized  Jharsuguda city has numerous naturalistic and virtuous sites.  But owing to scarcity of public englightment , they inaccessible to masses. Its evidence that the Ashtachandi Peeth in Jharsuguda remains unexplored. These are Rampur (Brajrajnagar) Sri Ramchandi Cave Temple, Padmapur (Pujharipalli) Sri Padmasini Temple, Kolabira goddess Bhubaneswar Temple, Chandarpur Sri Kalika Temple, Dhuturagarh Devi Peeth, Jharsuguda Sri Kanak Durga temple, Bandurga Peetha of Kuaramal and Bhattarika temple of Kumbharbandh. Among the above mentioned Shakti Peethas, Sri Bhattarika Temple is one of the most prominent Shakti Peeth.  Kumarbandh is a pristine village , about 40 km from the Jharsuguda district headquarters. Previously, many potters inhabited in the village and constructed many dams or ponds, Perhaps this is why the village is called Kumbharbandh. The village is inhabited by the fa...

କୁମ୍ଭାର ବନ୍ଧର ଶକ୍ତି ପିଠ ଭଟ୍ଟାରିକା ମନ୍ଦିର

Image
   ଓ ଡ଼ିଶାରେ ଝାରସୁଗୁଡ଼ା ଜିଲ୍ଲା ଖଣିଜ ଓ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ବେଶ ପରିଚିତ । ଶିଳ୍ପନଗରୀରେ ମାନ୍ୟତା   ପ୍ରାପ୍ତ ଝାରସୁଗୁଡ଼ା ଜିଲ୍ଲା ଅନେକ ପ୍ରାକୃତିକ ଓ ଧାର୍ମିକ ସ୍ଥଳ ଗୁଡ଼ିକ ରହିଅଛି । ମାତ୍ର ଲୋକଲୋଚନ ଅଭାବରୁ ସେଗୁଡିକ ଜନ ସମୀପରେ ପହଞ୍ଚି ପାରୁ ନାହିଁ । ତାହାର ଦୃଷ୍ଟାନ୍ତ ସରୂପ ଝାରସୁଗୁଡ଼ାରେ ଅଷ୍ଟଚଣ୍ଡୀପୀଠ ଅଜ୍ଞାତ ହୋଇ ରହିଅଛି  । ସେଗୁଡିକ ହେଲା ରାମପୁର (ବ୍ରଜରାଜନଗର ) ଶ୍ରୀ ରାମଚଣ୍ଡୀ ଗୁମ୍ଫା ମନ୍ଦିର, ପଦ୍ମପୁର ( ପୁଝାରୀପାଲି ) ଶ୍ରୀ ପଦ୍ମାସିନୀ ମନ୍ଦିର, କୋଲାବୀରା ଦେବୀ  ଭୁବନେଶ୍ଵରୀ ମନ୍ଦିର, ଚନ୍ଦରପୁର ଶ୍ରୀ କାଳିକା ମନ୍ଦିର, ଧୂତୁରାଗଡ ଗଡ଼ ଦେବୀ ପୀଠ, ଝାରସୁଗୁଡାର ଶ୍ରୀ କନକ ଦୁର୍ଗା ମନ୍ଦିର, କୁଅଁରମାଲର ବନଦୁର୍ଗା ପୀଠ ଓ କୁମ୍ଭାରବନ୍ଧର ଭଟ୍ଟାରିକା ମନ୍ଦିର । ଏସବୁ ଶକ୍ତି ପୀଠ ମଧ୍ୟରେ ଶ୍ରୀ ଭଟ୍ଟାରିକା ମନ୍ଦିର ଅନ୍ୟତମ ପ୍ରସିଦ୍ଧ  ଶକ୍ତିପୀଠ ରୂପେ ପରିଚିତ ।   ଝାରସୁଗୁଡ଼ା ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୪୦ କିଲୋ ମିଟର ଦୂରତା ତିଲିଆ ଗ୍ରାମ ପଞ୍ଚାତର ଅନ୍ତର୍ଗତ   କୁମାର ବନ୍ଧ ନାମ ଏକ ପ୍ରାଚୀନ   ଗ୍ରାମ ଅବସ୍ଥିତ । ଅତୀତରେ ଏହି ଗ୍ରାମରେ ଅନେକ କୁମ୍ଭାର ସମ୍ପ୍ରଦାୟର ଲୋକମାନେ ବସବାସ କରି ଅନେକ ବନ୍ଧ ବା ପୁଷ୍କରିଣୀ ନିର୍ମାଣ କରିଥିବେ। ସମ୍ଭ...