Posts

Showing posts from March, 2020

ଅଢ଼ାପଡ଼ାର ପ୍ରଚୀନ ଶୈବପୀଠ – ଶ୍ରୀ ପଶ୍ଚିମେଶ୍ୱର ମନ୍ଦିର

Image
ଝାରସୁଗୁଡ଼ାର ଅଷ୍ଟସମ୍ଭୁ ଜିଲ୍ଲାର ୮ଟି ପ୍ରଚୀନ ଶୈବପୀଠକୁ ନେଇ ଗଠିତ । ପରମେଶ୍ୱର କେବଳ ଗୋଟି ରୂପରେ ନୁହେଁ ବରଂ ଅନେକ ରୂପେ ରେ ଜନକଲ୍ୟାଣ କରିଥାନ୍ତି । ଯେଉଁ କାଳରେ  ଯେଉଁ ରୂପେ ଆବିର୍ଭାବ ହୋଇଥାନ୍ତି ଭକ୍ତଗଣ ତାଙ୍କୁ ସେହି ରୂପରେ ପୂଜାର୍ଚ୍ଚନା କରିଥାନ୍ତି । ଏହି ଅଷ୍ଟସମ୍ଭୁ ଗୁଡ଼ିକ ଜିଲ୍ଲାକୁ ରମଣୀୟ କରିବା ସଙ୍ଗେ ସଙ୍ଗେ ଜିଲ୍ଲାକୁ ବିଭିନ୍ନ ପ୍ରାକୃତିକ ବିପତ୍ତିରୁ ରକ୍ଷା ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ସୁତରାଂ ସ୍ଥାନୀୟ ଭକ୍ତଗଣ ନିଜ ପରିବାରର ସୁଖ ଓ ସମୃଦ୍ଧି ପାଇଁ ଶ୍ରୀ ଅଷ୍ଟସମ୍ଭୁଙ୍କ ପୂଜା ଓ ଉପାସନା ବିଧିବଦ୍ଧ ହିସାବରେ କରିଥାନ୍ତି । ମନ୍ଦିରର ପ୍ରବେଶ ଦ୍ବାର ପଶ୍ଚିମାମୁଖୀ ହୋଇଥିବାରୁ ଏହି ମନ୍ଦିର ଓ ଶ୍ରୀ ଲିଙ୍ଗଙ୍କୁ ଯଥାକ୍ରମେ ପଶ୍ଚିମେଶ୍ୱର ମନ୍ଦିର ଓ ପଶ୍ଚିମେଶ୍ୱର ବାବା ନାମରେ ବିବେଚନା କରାଯାଏ। ଝାରସୁଗୁଡ଼ା ସଦର ମହକୁମା ଠାରୁ ଜାତୀୟ ରାଜପଥ ୨୦୦ ନ. ଭାୟା ବେଳପାହାଡ଼ ଦେଇ ଅଢ଼ାପଡ଼ା ପୁରୁଣାବସ୍ତି ୪୨ କି:ମି ଦୂରରେ ଅବସ୍ଥିତ ପୁରୁଣା ଅଢ଼ାପଡ଼ା ଶୈବପୀଠ । ଆଜିକୁ ପ୍ରାୟ ୪୦୦ ବର୍ଷ ତଳର ପାତାଳୀ ଲିଙ୍ଗକୁ ହାତରେ ସ୍ପର୍ଶ କରି ,ଦର୍ଶନାର୍ଥୀ ଭଗବାନଙ୍କ ସମୀପରେ ଅନୁଭୂତି କରିଥାନ୍ତି । (ପଶ୍ଚିମେଶ୍ୱର ମନ୍ଦିର) ଦ୍ଵାଦଶ ଶତାଦ୍ଦୀର ମଧ୍ୟଭାଗରେ ଭାରତର ଶେଷ ହିନ୍ଦୁ ସମ୍ରାଟ ପୃଥିବୀରାଜ ଚୌହାନଙ୍କର ବଂଶଧର ରାମଇଦେବ ( ରାମଚନ୍ଦ୍ର ଦେବ )...

Ancient Saibapeeth of Adhapada, Sri Paschimeswar Temple

Image
Ashtasabhu of Jharsuguda is shaped by the accumulation of 6 ancient saibapeeth of the district. Not one guises ,There are  many guises of God. They were worshiped in the way they appeared. The Ashtasambhu are not only adoring the Jharsuguda but also preserve  from natural calamities .Hence, folk of Jharsuguda have been worshiping Asthasambhu for their family happiness and prosperity. The Paschimeswar Temple is perched in the west and south direction of the Adhapada Village near a large pond called Ranibandha. Devotees touch the Shivalinga of 400 years old and feel close to God. The name of the temple is Paschimeswar Temple, because the entrance of this temple is towards the west. The temple of Paschimeswar baba is situated in Purunabasti of Adhapada via NH 200 of Belpahar, about 42 kilometers from Jharsuguda. (Paschimeswar Temple) In the ancient south Koshal section (modern western Odisha), Ramdev (Ram chandra dev) was descendant of the last Delhi Hindu emperor...