Posts

Showing posts from May, 2020

Jhadeswar temple, the pilgrimage site of Jharsuguda

Image
Among the thirty other districts of modern Odisha, Jharsuguda district is illustrious as a mineral and industrial prosperous district. An ancient human civilization emerged on the soil of the district three thousand years ago, the evidence of which can be perceived in  "paintings and inscriptions"of Bikramkhole cave. A short distance from this is the Ulapgarh mountain fort of Mahabharata era. Nagabanshi princess Ulupi  resided  with pandav Arjun for  some years in  fort which  testifies to the region's antiquity. Asthsambhu  of Jharsuguda districts are (1) Sri Jhadeshwar Temple, Jharsuguda, (2) Shri Maheshwarnath Koili Ghughar waterfall, (3) Shri Swapneshwar Temple, Semilia, (4) Shri Paschimeshwar Temple, Adhapalada, Shri Mandal, (5)  (4) Sri Bhubaneswar Temple Mahadev Pali (Sodamal), (4) Sri Loknath Temple, Kolabira (4) Sri Jhadeshwar Temple, Singharpur. Shri Jhadeshwar Temple located in a miniature natural pretax   forest about one and...

ଝାରସୁଗୁଡ଼ାର ପ୍ରାଚୀନ ଶୈବପୀଠ ଶ୍ରୀ ଝଡେଶ୍ୱର ମନ୍ଦିର

Image
ଆଧୁନିକ ଓଡ଼ିଶା ପ୍ରଦେଶର ଅନ୍ୟ ତିରିଶି ଗୋଟି ଜିଲ୍ଲା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ଏକ ଖଣିଜ ଓ ଶିଳ୍ପ ସମୃଦ୍ଧ ଜିଲ୍ଲା ରୂପେ  ବେଶ ସୁପରିଚିତ ଅଟେ । ଆଦ୍ୟ ଖ୍ରୀଷ୍ଟପୂର୍ବ ତିନିହଜାର ବର୍ଷ ତଳେ ଏହି ଜିଲ୍ଲା ମାଟିରେ ଏକ ଆଦିମ ମାନବ ସଭ୍ୟତା ଉନ୍ମେଷ ଘଟିଥିଲା ଯାହାର ପ୍ରମାଣ ସ୍ୱରୂପ ବିକ୍ରମ ଖୋଲା ଗୁମ୍ପାରେ  ଚିତ୍ରଲିପି ଓ ଶିଳାଲେଖ  ଦୃଷ୍ଟିଗୋଚର ହୁଏ ।  ଏହାର ଅନତି ଦୂରରେ ମହାଭାରତ ଯୁଗର ଏକ ପାର୍ବତ୍ୟ ଦୁର୍ଗ ଉଲାପଗଡ଼ ବିଦ୍ୟମାନ , ଯେଉଁ ଦୁର୍ଗରେ ନାଗବଂଶୀ ରାଜକନ୍ୟା ଉଲୁପି  ପାଣ୍ଡବ ଅର୍ଜୁନ ସହିତ କିଛିକାଳ ବାସ କରିବାର ସାକ୍ଷ୍ୟ ଏଇ ଅଞ୍ଚଳର ପ୍ରାଚୀନତାକୁ  ସିଦ୍ଧ କରେ । ଝାରସୁଗୁଡ଼ା ଜିଲ୍ଲାର ଅଷ୍ଟଶମ୍ଭ ପୀଠମାନେ ଯଥାକ୍ରମେ ( ୧ ) ଶ୍ରୀ ଝାଡ଼େଶ୍ଵର ମନ୍ଦିର , ଝାରସୁଗୁଡ଼ା , ( ୨ ) ଶ୍ରୀ ମହେଶ୍ଵରନାଥ କୋଇଲି ଘୋଘର ଜଳପ୍ରପାତ , ( ୩ ) ଶ୍ରୀ ସ୍ଵପ୍ନେଶ୍ବର ମନ୍ଦିର , ସେମିଲିଆ , ( ୪ ) ଶ୍ରୀ ପଶ୍ଚିମେଶ୍ବର ମନ୍ଦିର , ଅଢାପଡ଼ା , ( ୫ ) ଶ୍ରୀ ଭୋଳାନାଥ ମନ୍ଦିର , କୁଲେମୁରା , ( ୬ ) ଶ୍ରୀ ଭୁବନେଶ୍ବର ମନ୍ଦିର ମହାଦେବ ପାଲି ( ସୋଡ଼ାମାଲ ) , ( ୭ ) ଶ୍ରୀ ଲୋକନାଥ ମନ୍ଦିର , କୋଲାବିରା  ( ୮ ) ଶ୍ରୀ ଝାଡ଼େଶ୍ଵର ମନ୍ଦିର , ସିଂହାରପୁର ।  ଝାରସୁଗୁଡ଼ା ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ  ଦେଢ଼ କିଲୋମିଟର ବ୍ୟବଧାନରେ ଏକ କ୍ଷୁଦ୍ର  ପ୍ରା...