Posts

Showing posts from November, 2020

Bhubaneswari Temple, The ancient Shakti peetha of Kolabira, Jharsuguda

Image
 In the Sambalpur empire, there are instances of worshiping the goddesses Samleswari,Khambeswari,Patneswari,Ranjita,Budha Raja,Mauli etc. by Chauhan kings.  They have also established several Shakti Peeths in the sambalpur realm.  The temple of Goddess Bhubaneswari is renowned as an ancient Shakti Peetha located in the vicinity of Kolabira fort in Kolabira village, 16 km away from Jharsuguda district. The goddess of the temple, Bhubaneswari is worshiped by the villagers as the presiding goddess. (Bhubaneswari Temple) History Kolabira, near Chhapra under  Jharkhand kingdom was a Kolh tribal inhabited area in the twelfth century AD. A group of kohal community people of this village infiltrated the Gangpur Gadajat (Sudargarh) of the neighboring kingdom of odisha for purpose of earning  livelihood, established  Kolabira Village, and settled there. Though, another Kolh group from Kolabira of Jharkhand migrated to the ground of the Veden River and the IB River, w...

ଭୁବନେଶ୍ଵରୀ ମନ୍ଦିର, କୋଲାବିରାର ପ୍ରାଚୀନ ଶକ୍ତି ପୀଠ, ଝାରସୁଗୁଡ଼ା

Image
 ସମ୍ବଲପୁର ସାମ୍ରାଜ୍ୟରେ ଚୌହାନ ରାଜାମାନେ ସମାଲେଶ୍ୱରୀ, ଖାମ୍ବେଶ୍ୱରୀ, ପାଟେନ୍ସୱାରୀ, ରଣଜୀତା, ବୁଢ଼ା ରଜା, ମାଉଲି ଆଦି ଦେବୀ ଦେବତାଙ୍କ ପୂଜା କରିବାର ଦୃଷ୍ଟାନ୍ତ ରହିଅଛି । ସେମାନେ  ସମ୍ବଲପୁର ରାଜ୍ୟରେ ବହୁ ସଂଖ୍ୟକ ଶକ୍ତି ପୀଠ ସ୍ଥାପନା ମଧ୍ୟ କରିଛନ୍ତି । ଝାରସୁଗୁଡା ଜିଲ୍ଲାରୁ  ୧୬ କିଲୋମଟର ବ୍ୟବଧାନରେ  କୋଲାବିରା ଗ୍ରାମର, କୋଲାବିରା ଦୁର୍ଗ ପରିସରରେ ଅବସ୍ଥିତ ଦେବୀ ଭୁବନେଶ୍ଵରୀଙ୍କ ମନ୍ଦିର ଏକ ପୁରାତନ ଶକ୍ତିପୀଠ ରୂପେ ପ୍ରସିଦ୍ଧ ଲାଭ କରିଛି । ଏହି ମନ୍ଦିରର ଦେବୀ ଭୁବନେଶ୍ଵରୀଙ୍କୁ  ଗ୍ରାମବାସୀ ଇଷ୍ଟଦେବୀ ସମଲେଇ ରୂପେ ପୂଜାର୍ଚ୍ଚନା କରୁଛନ୍ତି । (ଭୁବନେଶ୍ଵରୀ ମନ୍ଦିର) ଇତିହାସ ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀରେ ଝାଡ଼ଖଣ୍ଡ ରାଜ୍ୟର ଛାପ୍ରା ପଲ୍ଲୀରେ ଆଦିବାସୀ କୋହ୍ଳ ସମ୍ପ୍ରଦାୟ ନିବାସ ସ୍ଥାନ ଥିଲା । ଏହି କୋହ୍ଳ ସମ୍ପ୍ରଦାୟ ଗୋଟିଏ ଦଳ ଜୀବିକା ନିର୍ବାହ କରିବା ପାଇଁ ଓଡ଼ିଶାର  ଗାଙ୍ଗପୁର ରାଜ୍ୟର ମଧ୍ୟରେ  'କୋଲାବିରା' ନାମକ ଏକ ନୂତନ ପଲ୍ଲୀର ସ୍ଥାପନ କରି ବସବାସ କଲେ ।  କିଛି ବର୍ଷ ଅବସ୍ଥାନ  ପରେ ସେହି କୋହ୍ଳ ସମ୍ପ୍ରଦାୟ  ଏକ ଶାଖା ଦଳ ସମ୍ବଲପୁର ରାଜ୍ୟର ଭେଡେନ ନଦୀ କୂଳରେ ଏକ ଜନବସତି ସ୍ଥାପନ କରି ରହିଲେ ଯାହା କାଳକ୍ରମେ କୋଲାବିରା  ପଲ୍ଲୀ ନାମରେ ନାମିତ ହେଲା ।  ସେହିପରି ଖ୍ରୀଷ୍ଟୀୟ ତ୍ରୟୋଦଶୀ ଶତାବ୍ଦୀରେ ଆଦ...