Posts

Showing posts from February, 2021

Bhogaragarh , ruined fort of Bhogarapali, Jharsuguda

Image
In the Jharsuguda district of modern Odisha, there are numerous archaeological sites that are concealed from humankind. 'Bhogaragarh' is one of those historical sites. Bhogarapali is an ancient village in the Kolabira block of Jharsuguda district. Veden River flows into the southern part of the village, which had a small fort named  ''bhogaragarh'' on the banks of the river.  However, the devastating citadel has been excavated and some relics  recovered which confirms the location of the castle. Now the villagers are farming on the land around the utterly ruined fort. A few meters away from the fort is a pond called the ‘Rani Bandh'.  A spring known as 'Rani darah' situated in the veden river has emerged as a picnic spot for youth. One of the prominent shiva temple of western Odisha Bhubaneswar temple established on the other side of river.   ( Bhogaragarh fort is located near this peepal tree in past ) Description From persual of the chronic...

ଭୋଗରାପାଲିର ପ୍ରାଚୀନ ଦୁର୍ଗ ଭୋଗରାଗଡ଼, ଝାରସୁଗୁଡ଼ା

Image
ଆଧୁନିକ ଓଡିଶାରେ ଝାରସୁଗୁଡ଼ା ଜିଲ୍ଲାର ଅନେକ ଐତିହାସିକ ସ୍ଥଳଗୁଡ଼ିକ ଲୋକ ଲୋଚନରୁ ଦୂରେଇ ହୋଇ ରହିଅଛି । ' ଭୋଗରାଗଡ଼ ' ହୋଇଛି ସେହି ଐତିହାସିକ ସ୍ଥଳ ଗୁଡ଼ିକ ମଧ୍ୟରେ ଅନ୍ୟତମ । ଝାରସୁଗୁଡ଼ା ଜିଲ୍ଲାର କୋଳବିରା ବ୍ଲକ ଅନ୍ତର୍ଗତ   ଭୋଗରା ପାଲି ଏକ ପ୍ରାଚୀନ ପଲ୍ଲି ଅଟେ । ଏହି ଗ୍ରାମର ଦକ୍ଷିଣ ପ୍ରାନ୍ତରେ ଭେଡେନ ନଦୀ ପ୍ରଭାବିତ ହୁଏ ଯାହାର ନଦୀ ଉପତ୍ୟକାରେ   ଭୋଗରାଗଡ଼ ନାମକ ଗୋଟି   କ୍ଷୁଦ୍ର ଦୁର୍ଗ ଅବସ୍ଥିତ ଥିଲା ବୋଲି ଜନ ଶୃତି ରୁ ଜଣାପଡ଼େ । ତେବେ ଏହି ଧୂଂସପ୍ରାପ୍ତ ଦୁର୍ଗ ଭୂମିକୁ ଖନନ କରାଯାଇ କେତେକ ଭଗ୍ନ ଅଂଶ ଉଦ୍ଧାର କରାଯାଇଛି   ଯାହା ଦୁର୍ଗା ଅବସ୍ଥିତିକୁ ପ୍ରତିପାଦନ କରେ । ବର୍ତ୍ତମାନ   ପଲ୍ଲୀର ଲୋକମାନେ ସମ୍ପୂର୍ଣ ଧ୍ଵଂସ ପ୍ରାପ୍ତ ଦୁର୍ଗର ଚତୁଃପାର୍ଶ୍ଵର   ଜମିରେ ଚାଷ କାର୍ଯ୍ୟ କରୁଛନ୍ତି । ଧୂଳି ସାତ ଦୁର୍ଗ ଠାରୁ କିଛି ମିଟର ଦୂରତାରେ ସ୍ଥିତ ପୋଖରୀକୁ   ଲୋକେ   ' ରାଣୀ ବନ୍ଧ '   ବୋଲି   କହନ୍ତି ।   ଭେଡେନ ନଦୀ ମଧ୍ୟରେ ' ରାଣୀ ଦରହ ' ନାମକ ଏକ ଗଣ୍ଡ ଦୁର୍ଗ ଠାରୁ ଅଳ୍ପ ମିଟର ବ୍ୟବଧାନରେ   ରହିଅଛି ଯାହା ଏବେ ସ୍ଥାନୀୟ ଯୁବକ ଯୁବତୀମାନଙ୍କ ପାଇଁ ଏକ ସୁନ୍ଦର ବଣଭୋଜି ...