Posts

ବାବା ପିପଳେଶ୍ଵର - ମରାକୁଟା ଗ୍ରାମରେ ପ୍ରାଚୀନ ଶୈବ ପୀଠ

Image
ଝାରସୁଗୁଡ଼ା ସହରରୁ ପ୍ରାୟ ୭ କି.ମି. ଦୂରରେ ଅବସ୍ଥିତ ଏକ ଆଧ୍ୟାତ୍ମିକ ଓ ଐତିହାସିକ ଗ୍ରାମ ମରାକୁଟା  । ଯେଉଁ  ଗ୍ରାମର ପୁଷ୍କରିଣୀ ପାଖରେ ଅବସ୍ଥିତ  ଏକ ଛୋଟ ଗିରି  ଉପରେ ଶ୍ରୀ ପିପଲେଶ୍ୱର ଅବସ୍ଥାନ କରିଛନ୍ତି । ବାବା ପିପଲେଶ୍ୱର ହେଉଛନ୍ତି ମରାକୁଟୁ ଗ୍ରାମର  ଶ୍ରଦ୍ଧା ଓ ଭକ୍ତିର ପ୍ରାଣ ବିନ୍ଦୁ ।  ଗ୍ରାମବାସୀମାନଙ୍କ  ଉଦ୍ଧିଷ୍ଟ  ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପଛରେ ମହାଦେବଙ୍କ ଦିବ୍ୟ କୃପା ଅଛି ବୋଲି ଜନ ମୁଖରୁ ଶୁଣିବାକୁ ମିଳିଥାଏ ।  ଭକ୍ତଙ୍କର ଭକ୍ତିରେ  ଈଶ୍ୱର ବନ୍ଧା, ଭକ୍ତ ଯେଉଁ ସ୍ଥାନକୁ ପ୍ରଭୁକୁ ନେଇଥାନ୍ତି ସେ ନିସଂକୋଚ  ସେଇ ସ୍ଥାନକୁ ଯାଇଥାନ୍ତି । ଶିବଲିଙ୍ଗର ଆବିର୍ଭାବ ଓ ମନ୍ଦିର ନିର୍ମାଣ ପଛରେ  ଏକ ମନୋରମ  କାହାଣୀ  ଳୁଚିକି ରହିଅଛି  । ବାବା ପିପଲେଶ୍ୱର ମନ୍ଦିର ଏହା ବହୁତ ବର୍ଷ ପୂର୍ବ କଥା, ଏହି ଗ୍ରାମର କିଛି ଅଧିବାସୀ ପ୍ରତିଦିନ ନିଜର ଜୀବିକା ନିର୍ବାହ କରିବା ପାଇଁ  ବାରିକବେର୍ଣ୍ଣା ସ୍ଥିତ ବିଲକୁ କୃଷି କାର୍ଯ୍ୟ  କରିବାକୁ ଯାଉଥିଲେ  । ପୁରୁଷ, ମହିଳା ଓ ପୁଅଝିଅପିଲାମାନେ ସମସ୍ତେ ବିଲରେ ବିଭିନ୍ନ  କୃଷି ସମ୍ପର୍କିତ  କାର୍ଯ୍ୟରେ  ନିୟୋଜିତ ହେଉଥିଲେ ।  ସେହି ଗ୍ରାମବାସୀମାନଙ୍କର କେତେକ ଝିଅପିଲା ବିଲରେ  ନିଜ ସାଙ୍ଗ ସହିତ  ...

Ancient Shiva Site of Marakuta Village – Baba Pipaleshwar

Image
About 7 km from Jharsuguda town lies the spiritual and historic hamlet of Marakuta, set beside a pond and topped by a small hill that houses the shrine of Sri Pipaleshwar. The divine grace of Baba Pipaleshwar has fulfilled the heartfelt wishes of manycf devotees — a truth often heard from the lips of the locals. This temple, dedicated to Lord Mahadev, is held in deep faith and reverence by the villagers, turning it into a spiritual center filled with unwavering devotion.God is bound by the devotion of their devotees. Wherever the devotee takes the Lord, Lord goes there without hesitation. Baba Pipaleswar  This is a story from many years ago. Some residents of the village used to go daily to the fields in Barikaberna for farming to earn their livelihood. Men, women, and children were all engaged in various agricultural activities in the fields. Some young girls from the village would often play near the fields with their friends. One day, while playing, the girls discovered a Shiva...

Bhogaragarh , ruined fort of Bhogarapali, Jharsuguda

Image
In the Jharsuguda district of modern Odisha, there are numerous archaeological sites that are concealed from humankind. 'Bhogaragarh' is one of those historical sites. Bhogarapali is an ancient village in the Kolabira block of Jharsuguda district. Veden River flows into the southern part of the village, which had a small fort named  ''bhogaragarh'' on the banks of the river.  However, the devastating citadel has been excavated and some relics  recovered which confirms the location of the castle. Now the villagers are farming on the land around the utterly ruined fort. A few meters away from the fort is a pond called the ‘Rani Bandh'.  A spring known as 'Rani darah' situated in the veden river has emerged as a picnic spot for youth. One of the prominent shiva temple of western Odisha Bhubaneswar temple established on the other side of river.   ( Bhogaragarh fort is located near this peepal tree in past ) Description From persual of the chronic...

ଭୋଗରାପାଲିର ପ୍ରାଚୀନ ଦୁର୍ଗ ଭୋଗରାଗଡ଼, ଝାରସୁଗୁଡ଼ା

Image
ଆଧୁନିକ ଓଡିଶାରେ ଝାରସୁଗୁଡ଼ା ଜିଲ୍ଲାର ଅନେକ ଐତିହାସିକ ସ୍ଥଳଗୁଡ଼ିକ ଲୋକ ଲୋଚନରୁ ଦୂରେଇ ହୋଇ ରହିଅଛି । ' ଭୋଗରାଗଡ଼ ' ହୋଇଛି ସେହି ଐତିହାସିକ ସ୍ଥଳ ଗୁଡ଼ିକ ମଧ୍ୟରେ ଅନ୍ୟତମ । ଝାରସୁଗୁଡ଼ା ଜିଲ୍ଲାର କୋଳବିରା ବ୍ଲକ ଅନ୍ତର୍ଗତ   ଭୋଗରା ପାଲି ଏକ ପ୍ରାଚୀନ ପଲ୍ଲି ଅଟେ । ଏହି ଗ୍ରାମର ଦକ୍ଷିଣ ପ୍ରାନ୍ତରେ ଭେଡେନ ନଦୀ ପ୍ରଭାବିତ ହୁଏ ଯାହାର ନଦୀ ଉପତ୍ୟକାରେ   ଭୋଗରାଗଡ଼ ନାମକ ଗୋଟି   କ୍ଷୁଦ୍ର ଦୁର୍ଗ ଅବସ୍ଥିତ ଥିଲା ବୋଲି ଜନ ଶୃତି ରୁ ଜଣାପଡ଼େ । ତେବେ ଏହି ଧୂଂସପ୍ରାପ୍ତ ଦୁର୍ଗ ଭୂମିକୁ ଖନନ କରାଯାଇ କେତେକ ଭଗ୍ନ ଅଂଶ ଉଦ୍ଧାର କରାଯାଇଛି   ଯାହା ଦୁର୍ଗା ଅବସ୍ଥିତିକୁ ପ୍ରତିପାଦନ କରେ । ବର୍ତ୍ତମାନ   ପଲ୍ଲୀର ଲୋକମାନେ ସମ୍ପୂର୍ଣ ଧ୍ଵଂସ ପ୍ରାପ୍ତ ଦୁର୍ଗର ଚତୁଃପାର୍ଶ୍ଵର   ଜମିରେ ଚାଷ କାର୍ଯ୍ୟ କରୁଛନ୍ତି । ଧୂଳି ସାତ ଦୁର୍ଗ ଠାରୁ କିଛି ମିଟର ଦୂରତାରେ ସ୍ଥିତ ପୋଖରୀକୁ   ଲୋକେ   ' ରାଣୀ ବନ୍ଧ '   ବୋଲି   କହନ୍ତି ।   ଭେଡେନ ନଦୀ ମଧ୍ୟରେ ' ରାଣୀ ଦରହ ' ନାମକ ଏକ ଗଣ୍ଡ ଦୁର୍ଗ ଠାରୁ ଅଳ୍ପ ମିଟର ବ୍ୟବଧାନରେ   ରହିଅଛି ଯାହା ଏବେ ସ୍ଥାନୀୟ ଯୁବକ ଯୁବତୀମାନଙ୍କ ପାଇଁ ଏକ ସୁନ୍ଦର ବଣଭୋଜି ...