Posts

Showing posts from February, 2020

Bikramkhol cave, Archeological site of Jharsuguda

Image
In the foretime,  primitive human being used to roam in forest and mountain. Birds flying in the sky, fish transmitting in the river source and meat of different species of animals in the forest were their favourite food. That is why ancient human had used different types of weapons for hunting. They had been taking shelter in mountain cave to get protection from the sun, rain and cold. Eventually, primitive humans started abandoning the cave to settle in the group by building cottage permanently. The development of human civilization had started with the use of language and script. Relic of ancient civilization can be seen in mountain covered by deep forest of districts such as Sambalpur, Jharsuguda, Nuapada, Sundagarh, Deogarh and Kalahandi of Western Odisha. Bikramkhol also spelled Vikramkhol is an archaeological site and containing pre-historic, undeciphered pictographic inscriptions. Script as well as pictures of 5 century BC engraved in the Bikramkhol Cave of Jharsu...

ଝାରସୁଗୁଡ଼ାର ପୁରାତାତ୍ଵିକ ସ୍ଥଳ ବିକ୍ରମଖୋଲ ଗୁମ୍ଫା

Image
ପ୍ରାଚୀନ କାଳରେ ଆଦିମ ମାନବମାନେ ଘଞ୍ଚ ଅରଣ୍ୟ ଓ ପର୍ବତ ପ୍ରାନ୍ତରେ ବିଚରଣ କରୁଥିଲେ ।  ବିଭିନ୍ନ ପ୍ରକାରର ପକ୍ଷୀ ,  ମତ୍ସ୍ୟ ଏବଂ ଅରଣ୍ୟର ବନ୍ୟଜନ୍ତୁ ଥିଲା ତାଙ୍କର  ନିୟମିତ ଖାଦ୍ୟ । ତେଣୁ ଶିକାର ଅନ୍ଵେଷଣ କରିବା ପାଇଁ ବ୍ୟବହାର କରୁଥିଲେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର । ତେବେ ଖରା, ବର୍ଷା ଏବଂ ଶୀତରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଉଥିଲେ ଦୁର୍ଗମ ପାର୍ବତ୍ୟ ଗୁମ୍ଫା କନ୍ଦର ଭିତରେ ।କାଳକ୍ରମେ ସେଇ ଆଦିମ ମାନବମାନେ ଗୁମ୍ଫା କନ୍ଦର ତ୍ୟାଗ କରି କୁଟୀର ନିର୍ମାଣ କରି ଦଳ ଦଳ ହୋଇ ରହିଲେ । ନିଜର ଭାବ ଆଦାନ ପ୍ରଦାନ କରିବା ପାଇଁ ଭାଷା ଓ ଲିପିର ବ୍ୟବହାରରୁ  ଆରମ୍ଭ ହେଲା ମାନବ ସଭ୍ୟତାର ବିକାଶ । ଓଡିଶାର  ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା, ଦେବଗଡ ଏବଂ କଳାହାଣ୍ଡି ଆଦି ଜିଲ୍ଲାର ବଣ ଜଙ୍ଗଲରେ ବେଷ୍ଟିତ ପର୍ବତ ବକ୍ଷରେ ଥିବା ଗୁମ୍ଫାଗୁଡିକ ରେ କେତେକ ପ୍ରାଚୀନ ସଭ୍ୟତାର  ନିଦର୍ଶନ କରିବାକୁ ମିଳେ । ଖ୍ରୀଷ୍ଟପୂର୍ବ ପାଞ୍ଚ ହଜାର ବର୍ଷ ତଳର ଲିପି ଓ ଚିତ୍ର ଝାରସୁଗୁଡା ଜିଲ୍ଲାରେ ଅବସ୍ଥିତ ବିକ୍ରମଖୋଲ ଗୁମ୍ଫାରେ ଖୋଦିତ ହୋଇଥିବା ଅନୁଧ୍ୟାନରୁ ଜଣାଯାଇଛି ଯାହା ଦେଶ ବିଦେଶ ଐତିହାସିକ, ଗବେଷକ ଓ ଭାଷାବିଦ୍ ମାନଙ୍କ ପାଇଁ  ମୁଖ୍ୟ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଯାଇଛି। ପୃଥିବୀର ବିଭିନ୍ନ ପ୍ରାନ୍ତରେ ଯେଉଁସବୁ ପ...

Koilighugar waterfall of Jharsuguda & ancient seyabapeeth – shri Maheswarnath

Image
Mineral and Craft rich Jharsuguda district of Modern Odisha has the most beautiful tourist place named "Koilighugar Waterfall”. This naturalistic waterfall is located 55 km away from Jharsuguda district in Lakhanpur block near the Gobindhpur forest area. It is situated near State Highway 49 and 7 km away from Govindpur Chowk. Since ancient times, Shri Maheshwar Nath has been worshipped by devotees. A rivulet named ‘Ahiraj’ takes origin from the ‘Chhuikhanch’ forest and while flowing through its rocky belt fall from a height of 40 ft. Originating the waterfall of Koilighugar. Shivalinga has Submerged inside the waterfall. If somebody tries to see it from inside the water in winter and summer, the shiva linga is visible under the reflected sunlight. Another Shiva linga has created outside the waterfall for devotees and tourists who want to worship and visit. Devotees and tourists have been worshipping shiva linga as Maheshwar nath in the new temple. Koilighugar waterfall ...

କୋଇଲି ଘୋଘର ଜଳପ୍ରପାତ ଓ ପ୍ରାଚୀନ ଶୈବପୀଠ - ଶ୍ରୀ ମହେଶ୍ୱରନାଥ

Image
'କୋଇଲି ଘୋଘର ଜଳପ୍ରପାତ'  ଆଧୁନିକ ଓଡିଶାର ଖଣିଜ ଓ ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲାରେ ଅବସ୍ଥିତ । ଝାରସୁଗୁଡା ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୫୫ କିଲୋମିଟର ବ୍ୟବଧାନରେ ଲଖନପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ନାମକ ଏକ କ୍ଷୁଦ୍ରପଲ୍ଲୀ ସନ୍ନିହିତ ଅଞ୍ଚଳର ବଣପର୍ବତରେ ଏହି ଜଳପ୍ରପାତଟି ଜନ୍ମ ଗ୍ରହଣ କରିଛି ଯାହାର ଶିଳା ଶଯ୍ୟାରେ ଅବସ୍ଥିତ ଆରାଧ୍ୟ ଦେବତା ଶ୍ରୀ ମହେଶ୍ୱର ନାଥ  ଅବାହନ କାଳରୁ ପୂଜା ପାଉଛନ୍ତି । ଏହି ସ୍ଥାନଟି ସୁନ୍ଦରଗଡ  ଓ ଝାରସୁଗୁଡା ଜିଲ୍ଲା ମଧ୍ୟରେ ଏବଂ ଛତିଶଗଡ଼ ରାଜ୍ୟ ସମୀପରେ ଅବସ୍ଥିତ । ଜଳପ୍ରପାତ ଚତୁଃପାଶ୍ୟରେ  ଶାନ୍ତ ଶୀତଳ ଏବଂ ରମଣୀୟ ପରିବେଶରେ ଜିଲ୍ଲାର ଅଷ୍ଟଶମ୍ଭୁମାନଙ୍କ ମଧ୍ୟରୁ ଅନ୍ୟତମ ଶ୍ରୀ ମହେଶ୍ୱରନାଥଙ୍କ ପବିତ୍ର ପୀଠ ବିଦ୍ୟମାନ ରହିଅଛି । କୋଇଲି ଘୋଘର ହେଉଛି ଓଡିଶାର ଏକ ଧାର୍ମିକ ଏବଂ  ପର୍ଯ୍ୟଟକ ସ୍ଥଳ। ଅରଣ୍ୟର ପ୍ରାକୃତିକ ସୁନ୍ଦର ଓ ଜଳସ୍ରୋତର ମଧୁର ଧ୍ବନି  ପର୍ଯ୍ୟଟକମାନଙ୍କୁ ଆତ୍ମ ବିଭୋର କରିଥାଏ । ସେଥିପାଇଁ ବର୍ଷ ସବୁ ସମୟରେ  ଦର୍ଶକଙ୍କ ଭିଡ଼ ଜମିଥାଏ । ବନ୍ୟଜନ୍ତୁମାନେ ଏହି ଜଳପ୍ରପାତର ପାଶ୍ୱବର୍ତ୍ତି ଅଞ୍ଚଳରେ ନିର୍ଭୟ  ବିଚରଣ କରିଥାନ୍ତି , ସେମାନେ " ଶାନ୍ତି କୁଣ୍ଡ  " ନାମକ କୁଣ୍ଡରୁ ପାଣି ସେବନ କରିଥାନ୍ତି ।                   ...

Ancient Sakti peetha of Rampur : Sri Ram Chandi cave (Brajrajnagar)

Image
Chandika form is called extremely cruel and inaccessible due to her anger. She can not tolerate bad things. Chandika does not like the evil doers and seeing them gets very angry. The presiding deity of Brajrajnagar, Orissa. The temple is located nearby banks of the Irabati (IB) river.shri Ram chandi is revered as an important Shakti Peetha (shrine and pilgrimage destinations). Under Jharsuguda District of Western Orissa, Rampur area was a old Jamindari.During the reign of Chauhan dynasty of Samabalpur, Rampur jamindari was created. Since ancient time goddess Ramchandi was being worshipped as a reigning deity of Rampur area of Brajrajnagar.Shrine is famous not only in Rampur area but also in whole western Orissa. Many pilgrims and devotees come to the Rampur cave from far away to visit and worship goddess Ramchandi .This is a very sacred place and recognition of Brajrajnagar. The statue of Mata(mother) Chandi is placed inside a cave on the bank of IB river at the south-east corner of ...

ରାମପୁରର ପ୍ରାଚୀନ ଶକ୍ତି ପୀଠ : ଶ୍ରୀ ରାମଚଣ୍ଡୀ ଗୁମ୍ଫା (ବ୍ରଜରାଜନଗର)

Image
ପଶ୍ଚିମ ଓଡିଶାର ଝାରସୁଗୁଡା ଜିଲ୍ଲାର ରାମପୁର ଅଞ୍ଚଳ ଏକ ପୁରାତନ ଜମିଦାରୀ ଅଟେ । ସମ୍ବଲପୁର  ଚୌହାନ୍ ବଂଶ ରାଜତ୍ୱକାଳରେ ରାମପୁର ଜମିଦାରୀ ସୃଷ୍ଟି ହୋଇଥିଲା । ଏହି ରାମପୁରର ଆରାଧ୍ୟ ଦେବୀ ଶ୍ରୀ ରାମ ଚଣ୍ଡୀଙ୍କ ଶକ୍ତି ପୀଠ ଇରାବତୀ (ଇବ) ନଦୀ ତଟରେ ଅବସ୍ଥିତ ଏକ କ୍ଷୁଦ୍ର ପାହାଡ ଗୁମ୍ଫାରେ ଅବସ୍ଥାପିତ । କେଉଁ ପ୍ରାଚୀନ କାଳରୁ ମାଁ ରାମଚଣ୍ଡୀ  ଅଧିଷ୍ଠାତ୍ରୀ ଦେବୀ ରୂପେ ସ୍ଥାନୀୟ ଲୋକମାନଙ୍କ ଠା ରୁ ପୂଜା ପାଇ ଆସୁଛନ୍ତି ସଠିକ ରୂପେ କହିବା କଷ୍ଟକର । ଏହି ପବିତ୍ର ପୀଠଟି କେବଳ ଝାରସୁଗୁଡ଼ା ଜିଲ୍ଲାରେ ନୁହେଁ ବରଂ ସଂପୂର୍ଣ୍ଣ ଓଡ଼ିଶା ଓ ଛତିଶଗଡ଼ରେ ପ୍ରସିଦ୍ଧ ଲାଭ କରିଛି । ଦେବୀ ରାମଚଣ୍ଡୀଙ୍କୁ ଗୋଟିଏ ପାହାଡର ଗୁମ୍ଫା ଭିତରେ ପୂଜା କରାଯାଉଛି  । ଏହି ଗୁମ୍ଫାଟି ପାହାଡର ନିମ୍ନରେ ପ୍ରସସ୍ଥ ଚଟାଣରେ ଅବସ୍ଥିତ । ସେଥିପାଇଁ ଶ୍ରୀ ରାମଚଣ୍ଡୀ ଗୁମ୍ଫାରେ ଦେବୀଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟ ଆଗତ ଯାତ୍ରୀମାନଙ୍କୁ ବ୍ରଜରାଜନଗର-ରାମପୁର ରାସ୍ତାରେ ଅବସ୍ଥିତ ଏକ ଅନୁଜ ପାହାଡ଼ ଶିଖରେ ପହଞ୍ଚିଲା ପରେ  ଲୋହ ନିର୍ମିତ ପାହାଚ ଦେଇ ପାହାଡ ଶିଖରରୁ ନିମ୍ନକୁ ଅବତରଣ କରିବାକୁ ପଡେ। ବର୍ଷା ଋତୁରେ ମାଁଙ୍କ ଅବସ୍ଥିତ ଗୁମ୍ଫାଟି ଇରାବତୀ ନଦୀର ଜଳରେ ଜଳମଗ୍ନ ହୋଇଥାଏ । ଗୁମ୍ଫାକୁ ସଂପୂର୍ଣ୍ଣ ଲାଲ ରଙ୍ଗରେ ରଙ୍ଗୀତ କରାଯାଇଛି ଯାହା ମାଁଙ୍କ ପୀଠର ସୁନ୍ଦରତାକୁ ଦ୍ଵିଗୁଣିତ କରେ । ଏହା ବ୍ୟ...